କରୋନା ଦାଉରେ ପରିବା ଓ ଫୁଲ ଚାଷୀ

ବାଲିଅନ୍ତା : ଲକ୍‌ଡାଉନ୍‌ ଯୋଗୁଁ ବହୁ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ କଳ କାରଖାନା, କମ୍ପାନି ବନ୍ଦ ହୋଇଯାଇଥିବାରୁ ଏଥିରେ ନିଯୁକ୍ତ ହୋଇଥିବା ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ଖଟିଖିଆ ପରିବାର ମଧ୍ୟ କାମଧନ୍ଦା ଅଭାବରୁ ରୋଜଗାରଶୂନ୍ୟ ହୋଇଯାଇଛନ୍ତି। ତେବେ କରୋନା କଟକଣା ପ୍ରଭାବରୁ କୃଷିକ୍ଷେତ୍ର ମଧ୍ୟ ବାଦ୍‌ ପଡ଼ିନି। ଏଥିଯୋଗୁଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ବହୁ ଚାଷୀ ଏବେ … Continue reading କରୋନା ଦାଉରେ ପରିବା ଓ ଫୁଲ ଚାଷୀ